ଆମେରିକା ହ୍ୱାଇଟହାଉସରେ ଗୁଳିମାଡ

ଆମେରିକା ହ୍ୱାଇଟହାଉସ ପାଖରେ ଗୁଳିମାଡ
ରାଷ୍ଟ୍ରପତି ଭବନର କିଛି ବ୍ଲକ ଦୂରରେ ଏହି ଗୁଳିକାଣ୍ଡ
2 ନ୍ୟାସନାଲ ଗାର୍ଡଙ୍କ ସମେତ 3ଜଣ ଏଥିରେ ଆହତ ହୋଇଛନ୍ତି
ହାଇ ଆଲର୍ଟରେ ୱାସିଂଟନ ଡିସି ପୋଲିସ ରହିଛି ଏବଂ ଜଣକୁ ଅଟକ ରଖାଯାଇଛି
ଆକ୍ରମଣକୁ ଆତଙ୍କୀ କାର୍ଯ୍ୟଳକଳାପ ବୋଲି କହିଲେ ଟ୍ରମ୍ପ
ସନ୍ଦିଗ୍ଧ ଆଫଗାନିସ୍ତାନରୁ ଆସିଥିବା କହିଲେ ଟ୍ରମ୍ପ
ସମୟ 2ଟା ବେଳେ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା
2 ନ୍ୟାସନାଲ ଗାର୍ଡଙ୍କୁ ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି

Leave a Reply

Your email address will not be published. Required fields are marked *