accident ପିକ୍ଅପ୍ ଭ୍ୟାନ୍ ଓଲଟି ୧୨ ଗୋରୁ ମୃତ Sukanta NayakNovember 20, 2025 ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍, ୧୨ ଗୋରୁ ମୃତଗ୍ରାମାଞ୍ଚଳ ଥାନା ଗେଲଟୁଆ ନିକଟରେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ଗୋ-ମାଫିଆ ଓ ଭ୍ୟାନ୍ ଡ୍ରାଇଭର ଫେରାର, ଗ୍ରାମାଞ୍ଚଳ ପୋଲିସର ତଦନ୍ତ
ଇଲେକ୍ଟ୍ରି ଖୁଂଟରେ ଧକ୍କାଦେଲା କାର, ଚାଳକ ମୃତ ଅନ୍ୟ ଜଣେ ଆହତ । ଘସିପୁରା06/01/24; ନୂତନ ବର୍ଷ ଆରମ୍ଭରୁ ପ୍ରତେକ ଦିନ କିଛିନା କିଛି ଦୃଘଟଣା ଘଟି ଅନେକେ ଧନଜୀବନ ନଷ୍ଟ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ନିଜ କାର…
କାଉଡିଆଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର; ଚାଲିଗଲା ୪ ଜୀବନ, ଅନେକ ଆହତ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗ୍ୱାଲିୟରର ଉଟିଲା ଅଞ୍ଚଳ ନିକଟରୁ ପାଣି ଭର୍ତ୍ତି କରି କାଉଡିଆ ଦଳ ଯାଉଥିଲେ। ହେଲେ ବିଳମ୍ବିତ ରାତିରେ, ସେମାନେ…
ମଦ୍ୟପ ଯାତ୍ରୀ ମୋଡିଦେଲେ ବସ୍ ଷ୍ଟିଅରିଂ ମୁମ୍ବାଇ : ବସ୍ରେ ନିଶାସକ୍ତ ଯାତ୍ରୀଙ୍କର ଉନ୍ମୁକ୍ତ କାଣ୍ଡ। ହୋସ୍ରେ ନ ଥିବା ବେଳେ ଯାତ୍ରୀଜଣକ ବସ୍ର ଷ୍ଟିଅରିଂକୁ ମୋଡିଦେଲେ। ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ…