ଅପରାଧ ପାଉରୁଟି ବେପାରୀର ଜଘନ୍ୟ କାଣ୍ଡ! ୯ ବର୍ଷ ର ଦିବ୍ୟାଙ୍ଗ ନାବାଳିକା କୁ ଦୁଷ୍କର୍ମ କଲା! Sukanta NayakNovember 16, 2025November 16, 2025 କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳ ରେ ୯ ବର୍ଷ ର ଦିବ୍ୟାଙ୍ଗ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ପାଉଁରୁଟି ବେପାରିକୁ ଗିରଫ କରିଛି ପୋଲିସ । ଗୁରୁତର ନାବାଳିକା ମେଡିକାଲ ରେ ଭର୍ତ୍ତି ସୂଚନା ମିଳିଛି ।
ବିକାଶର ବାଟ ଚାହିଁ ବସିଛି ତଳ ମିନାଖୁଣ୍ଟି ଗାଁ ଫୋକସ ପ୍ଲସ (କାଶୀପୁର)୨୪/୦୭/୨୦୨୨: ବିକାଶର ବାଟ ଚାହିଁ ରହିଛି ତଳ ମିନାଖୁଣ୍ଟି ଗାଁର ରାସ୍ତା । ଏସବୁ ବିକାଶ ଦେଖି ଆପଣଙ୍କ ମନରେ ଟିକିଏ କଷ୍ଟ ଲାଗିବ,…
ବ୍ୟବସାୟୀଙ୍କ ଉପରେ ଅଚାନକ ଚଢାଉ ଫୋକସ ପ୍ଲସ 26/5/22 (ଆଗରପଡ଼ା ): ଆଜି ପୂର୍ବାହ୍ନରେ ବନ୍ତ ବ୍ଲକ ଅଧୀନ ଆଗରପଡ଼ା ଅଞ୍ଚଳରେ ତମାଖୁ ବ୍ୟବସାୟୀଙ୍କ ଉପରେ ଏକ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଚଢ଼ାଉ…
ଖବର ସଂଗ୍ରହକୁ ନେଇ ମରଣାତ୍ମକ ଆକ୍ରମଣ ଫୋକସ ପ୍ଲସ ୦୩/୦୭/୨୦୨୨: ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବ୍ୟକ୍ତି ରାଜ ରାସ୍ତା ଉପରେ ସେମାନଙ୍କ ବୃଦ୍ଧ ବାପା ଙ୍କୁ ବାଡାଉ ଥିବା ସମୟରେ ଜଣେ…