ନୂଆପଡା: ପ୍ରଚାରରେ ଉଠୁଛି ପଡୁଛି ନୂଆପଡ଼ା । ଆଜିଠୁ ନୂଆପଡ଼ାରେ ଆରମ୍ଭ ହେବ ହାଇ ଭୋଲଟେଜ ପ୍ରଚାର । ଏଇଥିପାଇଁ ଏହି ସପ୍ତାହରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ ଓ ମୋହନ ମାଝୀ । ତା ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ପ୍ରଚାରରେ ସାମିଲ । ଆଜି ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପଟେ କେନ୍ଦୁପତ୍ର ତୋଳାଳିଙ୍କୁ ମନାଇବା ପାଇଁ ବିଜେପି କରୁଛି ସମାବେଶ ।
ମୈଦାନକୁ ଓହ୍ଲାଇବେ ନବୀନ
