୩ୟ ଦିନରେ ଆଜି ବି ଚାଲିପାରିଲାନି ଗୃହ

୪ ଟା ପର୍ୟ୍ୟନ୍ତ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି।
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଅଚଳାବସ୍ଥା।
ସାର ପ୍ରସଙ୍ଗକୁ ନେଇଁ ଗୃହ ଚଳେଇ ଦେଉନାହାନ୍ତି ବିଜେଡି ସଦସ୍ୟ।
ବିଜେଡି ଚାହୁଁନି ଲୋକଙ୍କ ସମସ୍ୟା ଆଲୋଚନା ହେଉ।

Leave a Reply

Your email address will not be published. Required fields are marked *