ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ

ଅନାସ୍ଥା ପ୍ରସ୍ତାବ ରଖି ବାଚସ୍ପତିଙ୍କୁ ଚିଠି ଦେଲା କଂଗ୍ରେସ।
15 ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସର ଦାବି।
14 କଂଗ୍ରେସ ବିଧାୟକ ଓ ଜଣେ CPIM ବିଧାୟକଙ୍କ ସମର୍ଥନ।
ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଚିଠି।
CLP ଲିଡର କାଡାମ, ବାହିନୀପତି, ସୋଫିଆ, ରାଜନ ଏକ୍କାକା ଦେଲେ ଚିଠି।
ବିଜେଡିର ଆଭିମୁଖ୍ୟକୁ ନେଇ ଉଠିଲା ପ୍ରଶ୍ନ।

Leave a Reply

Your email address will not be published. Required fields are marked *