ରାଜ୍ୟ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ Sukanta NayakSeptember 12, 2025 ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ।ଉପରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ହେବେ ସାମିଲ।ସରକାରୀ ଓ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ମୋହନ ମାଝୀ।
ଦିଗହରା ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା ଫୋକସ ପ୍ଲସ (ଅନୁଗୋଳ) ୨୫/୦୭/୨୦୨୨: ହୁ ହୁ ହୋଇ ବଢ଼ୁଛି ଜନସଂଖ୍ୟା । ମାଳ ମାଳ ଯୋଜନା, ବ୍ୟାପକ ସଚେତନତା ସତ୍ତ୍ବେ ବ୍ରେକ୍ ଲାଗୁନି । ୨୦୨୩…
ଆବାସ ପାଲଟିଛି ସାତସପନ ଫୋକସ ପ୍ଲସ(କେନ୍ଦ୍ରାପଡ଼ା)୧୬/୦୯/୨୦୨୨: ଅସହାୟ କନକଲତା ଙ୍କ ପାଇଁ ଆବାସ ପାଲଟିଛି ସାତ ସପନ |ଭଙ୍ଗା କାନ୍ଥ ଝାଟିମାଟି ନଇଁ ଯାଇଥିବା ଚାଳ ଘରକୁ କେମିତି ଲଗାଣ ବର୍ଷା…
ସଡକ ଦୃଘଟଣା ଅଳ୍ପକେ ବର୍ତିଲେ ଦୁଇ ଡ୍ରାଇଭର ଫୋକସ ପ୍ଲସ(ବଡ଼ଚଣା)୦୮/୦୮/୨୦୨୨ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ16ନମ୍ବର ଜାତୀୟ ରାଜପଥ ଠାରେ ଛତିଆ ନିକଟ ଏସାର ପେଟ୍ରୋଲ ପମ୍ପ ପାଖରେ ଘଟିଛି ଏକ ମର୍ମନ୍ତୁଦ…