ରାଜନୀତିରାଜ୍ୟ ଆଜି କ୍ୟାବିନେଟ୍ ବୈଠକ Sukanta NayakSeptember 10, 2025September 10, 2025 ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ।ଅପରାହ୍ନ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।ବିଭିନ୍ନ ବିଭାଗରେ ୫ରୁ ଅଧିକ ପ୍ରସ୍ତାବ ଆସିପାରେ।ମୁଖ୍ୟତଃ ରାଜସ୍ୱ, ପୂର୍ତ୍ତ, ଜଳ ସମ୍ପଦ ବିଭାଗର ପ୍ରସ୍ତାବ ଅଛି।
ଚୀନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଚୀନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗଦେବା ପାଇଁ ଚୀନର ତିଆନଜିନ୍ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
BigBreaking….କେଜ୍ରିୱାଲଙ୍କୁ ଜାମିନ୍ କିନ୍ତୁ କରିପାରିବେନି ସରକାରୀ କାର୍ଯ୍ୟ…. ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ୍-ସିବିଆଇ ପଞ୍ଜୀକୃତ ମାମଲାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ୍-CMOକୁ ଯାଇପାରିବେନି, ସରକାରୀ କାଗଜରେ ଦସ୍ତଖତ କରିପାରିବେନି
ରୁଷ ବାହାର କଲା ସୁରକ୍ଷା କବଚ S -400 ୟୁକ୍ରେନ ଆକ୍ରମଣ ଆଜି ଅଷ୍ଟମ ଦିନ ରେ ପହଞ୍ଚିଲେ ମଧ୍ୟ ଏହାର କୌଣସି ସମାଧାନ ର ମାର୍ଗ ବାହାରିପାରୁନି l ଇତିମଧ୍ୟରେ ରୁଷ ର ଘମାଘୋଟ ଯୁଦ୍ଧ…