ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ।
ଦିଲ୍ଲୀ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତ କରିବେ ନବୀନ ।
ବିଜେଡି ସାଂସଦଙ୍କ ସହ ଆଲୋଚନା କରିପାରନ୍ତି ନବୀନ ।
ଉପରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ।
ଦଳକୁ ବଞ୍ଚାଇବାକୁ ନବୀନଙ୍କୁ ଦିଲ୍ଲୀ ନେବେ ପାଣ୍ଡିଆନ
