ସୁଭଦ୍ରା ହିତାଧିକାରୀଙ୍କୁ ନେଇ ଆସିଲା ବଡ଼ ଖବର!


•କଟିଥିବା ହିତାଧିକାରୀଙ୍କୁ ସାମିଲ୍‌ ପାଇଁ ବଡ଼ ପଦକ୍ଷେପ
•ଯୋଗ୍ୟଙ୍କୁ ସାମିଲ୍‌ ଏବଂ ଅଯୋଗ୍ୟଙ୍କୁ ବାଦ୍‌ ଦେବାକୁ ତତ୍ପରତା
•ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ଚିଠି
•ଚାରି ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ ପାଇଁ ପରିବହନ ବିଭାଗକୁ ଚିଠି
•ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ
•ପଞ୍ଜୀକରଣ କରି ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ଆଉ ଥରେ ଯାଞ୍ଚ ନିର୍ଦ୍ଦେଶ

Leave a Reply

Your email address will not be published. Required fields are marked *