ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ପ୍ରଦାନ କରିଛନ୍ତି। ନଭେମ୍ବର ମାସରୁ କାର୍ଯ୍ୟାଦେଶ ଦିଆଯିବ। ନଭେମ୍ବର ମାସ ପର୍ଯ୍ୟନ୍ତ ସବୁ ପ୍ରକ୍ରିୟା ଶେଷ ହେବ।
ନୂଆ ସର୍ଭେ ଅନୁସାରେ ୩୫ ଲକ୍ଷ ଆବେଦନ ଆସିଛି। ୩ ଲକ୍ଷ ଆବେଦନ ଅନ୍ଲାଇନରେ ଆସିଛି।
ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଚି଼ହ୍ନଟ ହୋଇଛି । ସ୍କୁଟିନ କରାଯାଇଛି ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।