କମିଲା GST ହାରକାହା ଉପରେ କେତେ ଜିଏସଟି ?

୧୮% ଜିଏସଟି
ଏସି, ଟିଭି, ୱାସିଂ ମେସିନ୍, କାର ପାର୍ଟ୍ସ,ଛୋଟ କାର, ବାଇକ୍ (୩୫୦ ସିସିରୁ କମ୍)

୫% ଜିଏସଟି
କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ଘରର ସାମଗ୍ରୀ, ନମକିନ ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି

ଶୂନ ଜିଏସଟି
ରୁଟି, ପରଟା, ଛେନା, ପନିର
ପିଜା ବ୍ରେଡ, ପାଉଡର କ୍ଷୀର

Leave a Reply

Your email address will not be published. Required fields are marked *