ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ସହିତ ଟିମ୍ ଇଣ୍ଡିଆର ଅଭିଜ୍ଞ ଅଫ୍-ସ୍ପିନର ଥିବା ଅଶ୍ୱିନ୍ ଏହା ସ୍ପଷ୍ଟ କରିଛନ୍ତି ଯେ, ବିଶ୍ୱର ବିଭିନ୍ନ ଲିଗରେ ତାଙ୍କର ନୂତନ କ୍ରୀଡ଼ା ଅଭିଜ୍ଞତାର ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି।
ଅନ୍ତର୍ଜାତୀୟ କ୍ରିକେଟ ପରେ ଏବେ ଆଇପିଏଲରୁ ସନ୍ନ୍ୟାସ ନେଲେ କ୍ରିକେଟର ଆର୍ ଅଶ୍ବିନ୍
