ସୁନ୍ଦରଗଡ଼: ସୁନ୍ଦରଗଡ଼ ବଡ଼ଗାଁ ଥାନା ଝଣ୍ଟେଲବୁଡ ସଫେଇ ନଦୀ ପୋଲ ଉପରୁ ବନ୍ୟା ପାଣିରେ ଭାସିଗଲା ଟ୍ରଲର । ଡ୍ରାଇଭର ଜଣକ ଭାସିଯାଇଥିବାବେଳେ ଅନ୍ୟ ଜଣେ ଉଦ୍ଧାର ହୋଇଛନ୍ତି । ଗାଡି ଭିତରେ ଥିବା ଡ୍ରାଇଭର ନିଖୋଜ ଜଣକ ଅଛନ୍ତି । ଟ୍ରଲରଟି କୋଇଲା ନେଇ ରାଉରକେଲା ଯାଉଥିବା ସମୟରେ ସଫେଇ ନଦୀ ପୋଲ ଉପରେ ଭାରସାମ୍ୟ ହରାଇ ନଦୀ ଭିତରକୁ ଭାସିଯାଇଥିଲା । ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ଭାସିଗଲା ଟ୍ରଲର
