ହାଇଦ୍ରାବାଦ: ହାଇଦ୍ରାବାଦରୁ ଆସିଲା ଆଉ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ସଇତାନ ସ୍ୱାମୀ ୫ ମାସର ଗର୍ଭବତୀ ପତ୍ନୀକୁ ମାରି କାଟି ଫିଙ୍ଗିଦେଲା । ମୃତ ମହିଳା ଜଣକ ୨୧ ବଷୀୟା ହୋଇଥିବା ବେଳେ ସ୍ୱାମୀ ଜଣକର ବୟସ ୨୭ ବର୍ଷ । ସୂଚନା ଯୋଗ୍ୟ, ପାରିବାରିକ କଳହ ଯୋଗୁଁ ସ୍ୱାମୀ ଜଣକ ୫ ମାସର ଗର୍ଭବତୀ ପତ୍ନୀକୁ ମାରିଦେଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।
ପତ୍ନୀଙ୍କୁ କାଟି ଫିଙ୍ଗିଦେଲା ସଇତାନ ସ୍ୱାମୀ
