ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ
-ବଡଚଣା ବିଜେଡିକୁ ଭାଙ୍ଗିବା ପ୍ରକ୍ରିୟା ଭୁବନେଶ୍ଵରରୁ ଆରମ୍ଭ ହୋଇଥିଲା
-କର୍ମୀ ସେତେବେଳେ ଦଳ ଛାଡନ୍ତି, ଯେତେବେଳେ ନେତୃତ୍ବ ଉପରେ ଅନାସ୍ଥା ଆସେ
-କର୍ମୀ ଦଳ ଛାଡିବା ଦୁର୍ଭାଗ୍ୟଜନକ, ଏଥିପାଇଁ ବିଜେଡ଼ି ହିଁ ଦାୟୀ
-କେବଳ ବଡ଼ଚଣା ନୁହେଁ, ରାଜ୍ୟର ସବୁ ସ୍ଥାନରେ ବିଜେଡ଼ି ଭୁଶୁଡ଼ି ଗଲାଣି
-ବଡ଼ଚଣାରେ ଆମେ ଦଳକୁ ସଙ୍ଗଠିତ କରି ରଖିଥିଲୁ- ଅମର ଶତପଥୀ
ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ
