କଟକ CDMOର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ଗିରଫ

କଟକ CDMOର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ଗିରଫ
-୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ
-ଗତକାଲି ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ୫ଟି ସ୍ଥାନରେ ହୋଇଥିଲା ରେଡ୍
-ଚଢାଉ ବେଳେ କଟକ ଯୋବ୍ରା ନୂଆସାହି ଘରୁ ଜବତ ହୋଇଥିଲା ୩ ଲକ୍ଷ ୩ହଜାର ଟଙ୍କା
-୧୯ଟି ପ୍ଲଟ୍, ୨ଟି କୋଠା ଓ ୧୩୫ ଗ୍ରାମ୍ ସୁନା ଗହଣା ଜବତ କରିଛି ଭିଜିଲାନ୍ସ

Leave a Reply

Your email address will not be published. Required fields are marked *