•ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ବିସ୍ପୋରକ ବୟାନ
ପାଣ୍ଡିଆନ ବିଜେଡିର ସର୍ବେସର୍ବା ନୁହନ୍ତି
•ପାଣ୍ଡିଆନ ଉପରେ ନବୀନ ବାବୁଙ୍କ ଭରସା ଅଛି , ପାଣ୍ଡିଆନ ନବୀନ ବାବୁଙ୍କ ଘନିଷ୍ଠ ସହଯୋଗୀ
•ପାଣ୍ଡିଆନ କଦାପି କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ
•ପାଣ୍ଡିଆନ ଶ୍ରଦ୍ଧାର ସହ ଭକ୍ତିର ସହ ନବୀନ ବାବୁଙ୍କ ସେବା କଲେ
•କେବେ ନବୀନ ବାବୁ କହିଛନ୍ତି ପାଣ୍ଡିଆନ ମୋ ଉତ୍ତରାଧିକାରୀ ନା ପାଣ୍ଡିଆନ କେବେ ଦାବି କରିଛନ୍ତି
ପାଣ୍ଡିଆନ କଦାପି କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ
