Breaking news ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦକୁ ଏନକାଉଣ୍ଟର Sukanta NayakAugust 19, 2025 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦ ଆହତଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତରସାମଦର ବାମ ଗୋଡ଼ରେ ବାଜିଛି ଗୁଳିଗତକାଲି ଜଣେ ଯୁବକଙ୍କୁ ହତ୍ୟା କରିଥିଲା ସାମଦ
ଜଗତସିଂପୁରରେ ଲଜ୍ଜ୍ୟା ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳରେ ଘଟିଛି ଲଜ୍ଜ୍ୟାଜନକ ଅଘଟଣ । ଛେଳି ଚରାଇ ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଜଣେ ଦୃବୃତ୍ତ ଦୁଷ୍କର୍ମ କରିବା…
ଯୁବକଙ୍କୁ ନିର୍ମମ ହତ୍ୟା#BigBreaking ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳ ବଜାରରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ବିଚ୍ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା କିଛି ଦୁର୍ବୃତ୍ତ…
ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏଏସପି ରବୀନ୍ଦ୍ର ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ-କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ-ଦେଶର ୧୦୯୦ ଜଣଙ୍କୁ ମିଳିବ ସମ୍ମାନ-ବିଶେଷ ସେବା ପାଇଁ ୯୯ ଜଣଙ୍କୁ ମିଳିବ…