ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ଏଏସପି ରବୀନ୍ଦ୍ର ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ
-କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ
-ଦେଶର ୧୦୯୦ ଜଣଙ୍କୁ ମିଳିବ ସମ୍ମାନ
-ବିଶେଷ ସେବା ପାଇଁ ୯୯ ଜଣଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ
-୨୩୩ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର
-ଉଲ୍ଲେଖନୀୟ ସେବା ପାଇଁ ୭୫୮ ଜଣ ହେବ ସମ୍ମାନିତ

Leave a Reply

Your email address will not be published. Required fields are marked *