ଦାୟିତ୍ବ ନେଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର,କହିଲେ ବରଗଡ଼ ଘଟଣା ଦୁର୍ଭାଗ୍ୟଜନକ।

ଶିଶୁମାନଙ୍କର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି କହିଲେ
-ବିଗତ କେସ୍‌ଗୁଡ଼ିକୁ ଅନୁଧ୍ୟାନ କରିବି, ରୋଡ୍‌ମ୍ୟାପ ପ୍ରସ୍ତୁତ କରିବି
-ଶିଶୁ ଦେଶର ଭବିଷ୍ୟତ, ସେମାନଙ୍କର ସୁରକ୍ଷା ଜରୁରୀ
-ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବି
-ବରଗଡ଼ ଘଟଣା ଦୁର୍ଭାଗ୍ୟଜନକ, ବିଚଳିତ କରୁଛି, ଯାଞ୍ଚ କରାଯିବ

Leave a Reply

Your email address will not be published. Required fields are marked *