ବିଳମ୍ବିତ ରାତିରେ ଏ.ଜି. ଛକରେ ସିରିଜ ଦୁର୍ଘଟଣା
-କାରକୁ ପିଟିଲା ହାଇୱା ଟ୍ରକ୍
-ଅଳ୍ପକେ ବର୍ତ୍ତିଲେ କାର ଚାଳକ ଓ ଯାତ୍ରୀ
-ହାଇୱାଟି ରାଜମହଲରୁ କଳ୍ପନା ଯାଉଥିବା ବେଳେ କାରଟି ବିମାନବନ୍ଦରରୁ ତ୍ରିଶୂଳିଆ ଅଭିମୁଖେ ଯାଉଥିଲା
-ବିମାନବନ୍ଦରରୁ ଯେଉଁ ଯାତ୍ରୀ ଜଣଙ୍କ ଯାଉଥିଲେ ତାଙ୍କ ମୁଣ୍ଡ ଏବଂ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଡ୍ରାଇଭର ଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି
-ଦୁଇ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି
କାରକୁ ପିଟିଲା ହାଇୱା ଟ୍ରକ୍
