accident ମର୍ମନ୍ତୁଦ ଦୁର୍ଘଟଣା ୧୮ଶ୍ରଦ୍ଧାଳୁ ମୃତ Sukanta NayakJuly 29, 2025 ଝାଡ଼ଖଣ୍ଡର ଦେଓଘରରେ ମର୍ମନ୍ତୁଦ ଦୁର୍ଘଟଣା ବସ୍ ଟ୍ରକ ମୁହାଁମୁହିଁ ଧକ୍କାରେ ୧୮ କାଉଡ଼ିଆ ମୃତ ଦୁର୍ଘଟଣାରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ଜଳାଭିଷେକ କରି ବସରେ ଫେରୁଥିଲେ କାଉଡ଼ିଆ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସୂଚନା
ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥରେ ଓଲଟିଲା ଘରୋଇ LPG ବୋଝେଇ ଟ୍ୟାଙ୍କର ପାରାଦୀପ: ଜାତୀୟ ରାଜପଥ ଓଲଟିଲା LPG ବୋଝେଇ ଗ୍ୟାସ୍ ଟ୍ୟାଙ୍କର, ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥ ଉପରେ ଓଲ୍ଟିପଡିଛି ଏଲ୍ପିଜି ବୋଝେଇ ଗ୍ୟାସ୍ ଟ୍ୟାଙ୍କର | ପାରାଦୀପ…
ବାରହା ପାଇଁ ବିଛା ଯାଇଥିଲା ଫାଶ । ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଶିଶୁ ମୃତ । ସୁବର୍ଣ୍ଣପୁର: ଉଲୁଣ୍ଡା ବନାଞ୍ଚଳ ସିଂହପାଲି ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା 2 ନିଷ୍ପାପ ଶିଶୁଙ୍କ ଜୀବନ । ବାର୍ହା ଫାଶରେ ପଡି ଦୁଇ…
ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତର ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତରବୌଦ୍ଧ ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣାସମସ୍ତ ଗୁରୁତର ଆହତ ପୁରୁଣାକଟକ ମେଡିକାଲରେ ଭର୍ତ୍ତିଦୁର୍ଘଟଣା ଘଟାଇ…