ଅନାସ୍ଥା ପ୍ରସ୍ତାବ ନେଇ ମନମୋହନଙ୍କ ପ୍ରତିକ୍ରିୟା

‘ବିରୋଧୀଙ୍କ ଅଧିକାର ଅଛି ଅନାସ୍ଥା ପ୍ରସ୍ତାବ ଆଣିବାର’
‘କଂଗ୍ରେସ ଅନାସ୍ଥା ଆଣିବାକୁ ଚାହିଁଲେ ଆଣିବ ମନମୋହନ
‘ବିଜେଡି ସମର୍ଥନ ଜଣାଇଲେ ଜଣାଇବ, ଆମେ ପ୍ରସ୍ତୁତ’

ବିମାନବନ୍ଦରରେ ରାଜ୍ୟ BJP ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା

‘ବିଭିନ୍ନ ସାଂଗଠନିକ କାର୍ଯ୍ୟ ନେଇ ଆଲୋଚନା ହେଲା’
‘ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କିଛି ଆଲୋଚନା ହୋଇନି’
‘ବର୍ତ୍ତମାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ସମ୍ଭାବନା ନାହିଁ’
ଠିକ ସମୟରେ ନିଗମ ବୋର୍ଡ ନିଯୁକ୍ତି ହେବ:

Leave a Reply

Your email address will not be published. Required fields are marked *