ଅପରାଧ ଭୁବନେଶ୍ୱର ସବ୍ କଲେକ୍ଟର ଅଫିସ୍ ରେ ଭିଜିଲାନ୍ସ ଚଢ଼ାଉ! Sukanta NayakJuly 25, 2025 ଜୁନିଅର ରେଭେନ୍ୟୁ ଅଫିସର ସୌରଭ ତ୍ରିପାଠୀ ଲାଞ୍ଚ ନେବା ବେଳେ ଧରାପଡ଼ିଲେଜମି ପ୍ରମାଣ ପତ୍ର ପାଇଁ ନେଉଥିଲେ ₹30,000ଭିଜିଲାନ୍ସ ଟିମ୍ ର ଚଢ଼ାଉ, ଟଙ୍କା ଜବତ୍ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ
ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣରେ ହେଉଛି ମହା ଦୁର୍ନୀତି ମାଟି ଉଠାଇବା ନାଁରେ ଲୋକଙ୍କ ପାଖରୁ ଆଦାୟ ହେଉଛି ବଟି ନିୟୋଜିତ ହୋଇଛନ୍ତି ଶିଶୁ ଶ୍ରମିକ, ବାଲି-ସିମେଣ୍ଟ ମିଶ୍ରଣରେ ରହୁନାହିଁ ତାଳମେଳ ନର୍ଲା/୨୨/୦୩:- (ରଞ୍ଜନ କୁମାର ମହାନ୍ତି)କଳାହାଣ୍ଡି ଜିଲ୍ଲା ନର୍ଲା ଏବଂ କେସିଙ୍ଗା ବ୍ଲକ ମଧ୍ୟ ଭାଗରେ ଥିବା…
୨ ଲକ୍ଷର ଗଞ୍ଜେଇ ଜବତ, ୪ ବେପାରୀ ଗିରଫ ରାଉରକେଲା: ସହରରେ ଗଞ୍ଜେଇ ବେପାର ଦିନକୁଦିନ ବଢ଼ିବାରେ ଲାଗିଛି। ପୁଲିସ କେବଳ ଛୋଟଛୋଟ ବେପାରୀଙ୍କୁ କାବୁ କରିବାରେ ସକ୍ଷମ ହେଉଥିବାବେଳେ ବଡ଼ ବେପାରୀ ଅନାୟାସରେ ବେପାର କରୁଛନ୍ତି।…
ମୁଖାଗ୍ନି ପାଇଁ ଜେଲରେ ପୁଅର ବେଲ୍ ମାଗୁଛି ମୃତ ମାଁ ଫୋକସ ପ୍ଲସ (ବୌଦ୍ଧ)୨୧/୦୭/୨୦୨୨: ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ବିଲସପୁର ଗ୍ରାମ ପଂଚାୟତ ପଦର ପଡା ଗ୍ରାମର ମେଘନାଦ ସାହୁ ।ଗତ ସେବା ସମବାୟ ନିର୍ବାଚନ ରେ…