ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ଭେଜିଗୋଠ ଗ୍ରାମର ଗୀତାଞ୍ଜଳି ପ୍ରଧାନଙ୍କୁ ତାଙ୍କ ଦିଅର ପ୍ରଶାନ୍ତ ପ୍ରଧାନ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ନମ୍ବର ୨୩୮/୨୫ରେ ଏକ ମାମଲା ରୁଜୁ କରିଛି। ପୋଲିସ କହିଛି, ଗୀତାଞ୍ଜଳି ଘରେ ଥିବାବେଳେ ପ୍ରଶାନ୍ତ ଝଗଡ଼ା କରିଥିଲେ। ଗୀତାଞ୍ଜଳି ପ୍ରତିବାଦ କରିବାରୁ ପ୍ରଶାନ୍ତ ତାଙ୍କୁ ମାଡ଼ ସହ ହତ୍ୟା ଧମକ ଦେଇଥିବା ହଣ୍ଡପା ଥାନା ରେ FIR ରେ ଉଲେଖ କରାଯାଇଛି।
ଭାଉଜଙ୍କୁ ଆକ୍ରମଣ କରି ବନ୍ଧା ହେଲା ଦିଅର।
