ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ
୧୫୪ ବଲରୁ ୧୬ ଚୌକା ଓ ଗୋଟିଏ ଛକା ଜରିଆରେ ଶତକ
ଟେଷ୍ଟ କ୍ୟାରିଅରର ପଞ୍ଚମ ଶତକ ହାସଲ କଲେ
ଡେବ୍ୟୁରେ ସାଇ ସୁଦର୍ଶନ ଡକ୍ ଆଉଟ୍, ଗିଲ୍ଙ୍କ ଅର୍ଦ୍ଧଶତକ
ୟଶସ୍ୱୀ ଜୟସ୍ୱାଲ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ବଡ଼ ରେକର୍ଡ କରିଛନ୍ତି । ଇଂଲିଶ ବୋଲରଙ୍କୁ ଧୋଇଛନ୍ତି ଜୟସ୍ବାଲ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସରିଜ୍ର ପ୍ରଥମ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି । ଆଜି ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ଓପନ କରିବାକୁ ଆସିଥିବା ଜୟସ୍ବାଲ ଶତକ ମାରି ଇଂଲଣ୍ଡ ଟିମ୍କୁ ଘାଇଲା କରି ପକାଇଛନ୍ତି ।