ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଟ୍ରଫି ଜିତି ଇତିହାସ ରଚିଲା
ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା WTC ଚାମ୍ପିୟନ
୨୮୨ ଟାର୍ଗେଟକୁ ୫ ୱିକେଟ ହରାଇ ହାସଲ କଲା ଦକ୍ଷିଣ ଆଫ୍ରିକା
ମାର୍କରାମଙ୍କ ୧୩୬ ରନ୍ର ମ୍ୟାଚ୍ ବିଜୟୀ ଇନିଂସ୍
୨୭ ବର୍ଷ ପରେ ଆଇସିସି ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା
ଏକମାତ୍ର ICC ଟ୍ରଫି ଭାବେ ୧୯୯୮ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଟିମ୍
ଲର୍ଡ୍ସ ଗ୍ରାଉଣ୍ଡରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା
