ଦକ୍ଷିଣ ଆଫ୍ରିକାକୁ ୨୮୨ ରନ୍ ଟାର୍ଗେଟ୍

WTC ଫାଇନାଲ୍; ଦକ୍ଷିଣ ଆଫ୍ରିକାକୁ ୨୮୨ ରନ୍ ଟାର୍ଗେଟ୍
ଦ୍ବିତୀୟ ଇଂନିସ୍‌ରେ ଅଷ୍ଟ୍ରେଲିଆ ୨୦୭ ରନ୍‌ରେ ଅଲ୍‌ଆଉଟ୍
ମିଚେଲ୍ ଷ୍ଟାର୍କଙ୍କ ଅପରାଜିତ ୫୮ ରନ୍‌ର ଲଢୁଆ ଇଂନିସ୍
ଶେଷ ୱିକେଟରେ ହାଜଲେଉଡଙ୍କ ସହ ୫୯ ରନ୍‌ର ପାର୍ଟନରସିପ୍‌
ରାବାଡ଼ାଙ୍କୁ ୪, ଲୁଙ୍ଗି ଏନ୍‌ଗିଡିଙ୍କୁ ୩ ୱିକେଟ ସଫଳତା

Leave a Reply

Your email address will not be published. Required fields are marked *