*ଦୀପକ ସାହୁର ପାଦ ଚଟା କୁକୁର ସାମ୍ବାଦିକ ଗୋପାଲ ପ୍ରସାଦ ଅଗ୍ରୱାଲ
*ମିଛ ଖବର ଲେଖି ଳୋକଙ୍କୁ ଭ୍ରମିତ କରୁଛି ଗୋପାଲ ପ୍ରସାଦ ଅଗ୍ରୱାଲ
*ଗରିବଙ୍କ କଣ୍ଟ୍ରୋଲ ଚାଉଳ ହେର ଫେର କରି ଲୁଟିଥିଲା ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା
*ଟିଟିଲାଗଡ ସହରରେ ଚଳାଇଛି ୧୦ ପ୍ରତିଶତର ସୁଧ କାରବାର
*ଆହୁରି ଅନେକ ବେଆଇନ୍ କାର୍ଯ୍ୟକଳାପ ରେ ରହିଥିଲା ଲିପ୍ତ
*ପୂର୍ବ ସରକାରରେ ନେତା ମନ୍ତ୍ରୀଙ୍କୁ ଯୋଗାଉଥିଲା ଝିଅ
*ସାମ୍ବାଦିକତାକୁ ଢାଳ କରି ବଲାଙ୍ଗୀର ଜିଲ୍ଲାରେ ଚଳାଇଛି ସୁଦ୍ଧ କାରବାର
ଭବାନୀପାଟଣା(ରଞ୍ଜନ କୁମାର ମହାନ୍ତି) ପଶ୍ଚିମ ଓଡିଶାର ଜଣେ କୁଖ୍ୟାତ ମଦ ମାଫିଆକୁ ସମାଜସେବୀ ଏବଂ ଜଣେ ପ୍ରତିଷ୍ଠିତ ବ୍ୟକ୍ତିର ଆଖ୍ୟା ଦେଉଥିବା ତଥା ନିଜକୁ ଟିଟିଲାଗଡ଼ ସହରର ଜଣେ ଏକ ଅଗ୍ରଣୀ ଖବକାଗଜ ର ସାମ୍ବାଦିକ ବୋଲାଉଥିବା ବିସ୍କୁଟ ଖିଆ ସାମ୍ବାଦିକ ହେଉଛି ଗୋପାଲ ପ୍ରସାଦ ଅଗ୍ରୱାଲ। ମିଛ ଖବର ଲେଖି ଳୋକଙ୍କୁ ଭ୍ରମିତ କରୁଛି ଏ ପାଦ ଚଟା ଟଙ୍କା ଲୋଭୀ ସାମ୍ବାଦିକ। ମାତ୍ର କିଛିଟା ଟଙ୍କା ପାଇଁ ନିଜ ମାନ୍ ସମ୍ମାନକୁ ମଦ ମାଫିଆ ଦୀପକ୍ ସାହୁ ପାଖରେ ବିକ୍ରୀ କରି ଜଣେ ମଦ ମାଫିଆକୁ ବର୍ତମାନ ଏକ ସମାଜ ସେବୀର ସ୍ୱରୂପ ଦେବାକୁ ଉଦ୍ୟମ କରୁଛି ଏ ଦଲାଲ।ଗରିବ ନିରୀହ ଲୋକଙ୍କୁ ମିଳୁଥିବା କଣ୍ଟ୍ରୋଲ ଚାଉଳ ହେର ଫେର କରି ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ ହଡ଼ପ କରିଥିବା ଏ ମହାଶୟ ଜଣକ ବର୍ତ୍ତମାନ ସେହି ଟଙ୍କାରେ ଘରେ ବସି ଗରିବଙ୍କ ଟଣ୍ଟିକୁ ଚିପି ସୁଧ ଅସୁଲି କରୁଥିବା ଅଭିଯୋଗ ସାମ୍ନା କୁ ଆସୁଛି। ବେଆଇନ ସୁଧ କାରବାର କରି ଲୋକଙ୍କ ଠାରୁ ୧୦ ପ୍ରତିଶତର ସୁଧ ଆଦାୟ କରୁଥିବା ଏ ମହାଶୟ ଜଣକ ହେଉଛନ୍ତି ଦୀପକ୍ ସାହୁର ଜଣେ ବଡ ଚାମଚା। ନିଜ ପୃଷ୍ଠ ଭୂମି ଯାଞ୍ଚ କରିବା ବଦଳରେ ଲୋକଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କହୁଛି ଏହି ଦଲାଲ ଗୋପାଲ ପ୍ରସାଦ ଅଗ୍ରୱାଲ। କୁହାଯାଉଛି ନିଜେ କରୁଥିବା କଳା କାରବାର ଉପରେ ଘଣ୍ଟ ଘୋଡାଇବାକୁ ସାମ୍ବାଦିକତାର ଆଶ୍ରୟ ନେଉଛି ଏ ଦଲାଲ ଗୋପାଲ ପ୍ରସାଦ ଅଗ୍ରୱାଲ। ନିଜ ଖବର କାଗଜରେ ଉଲ୍ଲେଖ କରିଛି ଯେ ବିନା ତଥ୍ୟ ପ୍ରମାଣରେ ସମାଜସେବୀ ଦୀପକ ସାହୁ ବିରୁଦ୍ଧରେ ଫୋକସ ପ୍ଲସ ନିଉଜ ଚେନାଲରେ ଲଗାତାର ଖବର ପ୍ରସାରଣ କରାଯାଉଛି। ଏସବୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହେଇ ପଡିଛନ୍ତି।
ଦୀପକ ସାହୁ ତାଙ୍କ ପୁତ୍ର ଏବଂ ତାଙ୍କ ପରିବାର ଲୋକଙ୍କୁ ଏସବୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହେଇ ପଡିଛନ୍ତି। ଦୀପକ ସାହୁ ତାଙ୍କ ପୁତ୍ର ଏବଂ ତାଙ୍କ ପରିବାର ଲୋକଙ୍କୁ ଏସବୁ ପାଇଁ ବାରମ୍ବାର ଅପମାନିତ ହେବାକୁ ପଡୁଛି। ହେଲେ ଉକ୍ତ କାଢୁଆ ସାମ୍ବାଦିକକୁ ଦେଖା ଯାଉନି ବଧୁଏ ସମସ୍ତ ତଥ୍ୟ ପ୍ରମାଣ ସହ କେତେଥର ଫୋକସ ପ୍ଲସରେ ଖବର ପ୍ରସାରଣ ହେଇ ସାରିଛି ଯେ, ମଦ ମାଫିଆ ଦୀପକ ସାହୁ ମଦ ପାଉଚ ଭିତରେ ୨୦୦ ଏମ୍ ଏଲ୍ ବଦଳରେ ୧୬୦ ଏମ୍ ଏଲ୍ ମଦ ଭର୍ତ୍ତି କରି ଗ୍ରାହକଙ୍କୁ ଠକୁଥିଲା। କମ ଡ଼ିଗ୍ରୀ ଏବଂ ବିଶାକ୍ତ ନକଲି ମଦ ପ୍ରସ୍ତୁତ କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲା। ସରକାରୀ ନିୟମକୁ ସମ୍ପୂର୍ଣ୍ଣ ବେଖାତିର କରି ଏଫ୍ ଏଲ ଅଫ ସପରେ ଏମ୍.ଆର୍.ର୍ପି ରୁ ଉର୍ଦ୍ଧ ଦାମ୍ ରେ ମଦ ବିକ୍ରୀ କରୁଛି। ଅସଲି ବଦଳରେ ନକଲି ବିଦେଶୀ ମଦ କାଉଣ୍ଟରରେ ବିକ୍ରୀ କରୁଛି। ଯାହାର ସେମ୍ପଲ୍ ଏବଂ ସମସ୍ତ ଡିଜିଟାଲ ପ୍ରମାଣ ଫୋକସ ପ୍ଲସ ପାଖରେ ରହିଛି। ‘ଓମ୍ ଭେଲୀ’ ଶିକ୍ଷା ଅନୁଷ୍ଠାନ ତଥା ଦୀପକ ସାହୁ ଠାରୁ ବିଜ୍ଞାପନ ନେଇ ନିଜ ଖବର କାଗଜରେ ଛାପୁଥିବା ଏ ମହାଶୟ |
ଓମ୍ ଭେଲୀ ଶିକ୍ଷା ଅନୁଷ୍ଠାନର ଫଉଣ୍ଡର ମେମ୍ବର ବଦ୍ରି ପାତ୍ର ଏବଂ ଆଉ ଜଣେ ଶିକ୍ଷୟତ୍ରୀ ଧରିତ୍ରୀ କ’ଣ ପାଇଁ ଅଧାରୁ ଉକ୍ତ ଶିକ୍ଷାନୁଷ୍ଠାନର ହାତ ଛାଡି ଚାଲିଗଲେ ତାହା ସାମ୍ନାକୁ ଆଣିପାରିବ ତ। ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଥିବା ଏହିପରି ଅନେକ ଶିକ୍ଷକ ‘ଓମ୍ ଭେଲୀ’ ଶିକ୍ଷା ଅନୁଷ୍ଠାନରେ ଚାଲିଥିବା କେଉଁ ସବୁ କଳା କାରନାମାର ରହସ୍ୟ ଜାଣି ଯାଇଥିଲେ, ଯାହା ଫଳରେ ତାଙ୍କୁ ନିଜ ହାତରେ ଗଢ଼ି ତୋଳିଥିବା ଶିକ୍ଷା ଅନୁଷ୍ଠାନକୁ ଛାଡ଼ି ଚାଲିଯିବାକୁ ପଡ଼ିଲା। ଜଦି ସତ୍ ସାହାସ ଅଛି ପ୍ରଥମେ ଏହାର ପର୍ଦ୍ଦାଫାଶ କରନ୍ତୁ। ଫୋକସ ପ୍ଲସ ତ ବାରମ୍ବାର ତଥ୍ୟ ଆଉ ପ୍ରମାଣକୁ ନେଇ ଖବର ପ୍ରସାରଣ କରି ଆସୁଛି। ହେଲେ ସାମ୍ୱାଦିକ ରଞ୍ଜନ ମହାନ୍ତିଙ୍କୁ ଭାଟି ମ୍ୟାନେଜର ଦେଇଥିବା ୧ ଲକ୍ଷ ୨ ହଜାର ଟଙ୍କାର ସିସିଟିଭି ଫୁଟେଜ, କୌଣସି ଡିଜିଟାଲ ପ୍ରମାଣ ଅଥବା କୌଣସି ଓଡ଼ିଓ ଏଯାଏ ସାର୍ବଜନିକ କରିପାରିନାହାନ୍ତି ଉକ୍ତ ଭାଟି ମ୍ୟାନେଜର ଜଣକ। ଅନ୍ୟପଟେ କେଉଁ ଆଧାର ରେ ସାମ୍ବାଦିକତା କରୁଥିବା ଗୋପାଳ ପ୍ରସାଦ ଅଗ୍ରୱାଲ ବସୁଲି ର ବ୍ୟାଖ୍ୟାକରଣ କରୁଛନ୍ତି ଏବଂ ଏହାର ଅସଲ ଉଦେଶ୍ୟ କଣ ରହିଛି ଜନ ସାଧାରଣ ଠିକ୍ ଭବେ ବୁଝି ପାରୁଛନ୍ତି।
ଭାଟି ଭିତରେ ଥିବା କେଉଁ ଅନ୍ଧାର କୋଠରୀ ଭିତରେ ଭାଟି ମ୍ୟାନେଜର କୁ ଟଙ୍କା ଦେବାକୁ ପଡ଼ିଲା ଏବଂ କେଉଁ ପରିସ୍ଥିତିରେ ଦେବାକୁ ପଡ଼ିଲା ସେ ସବୁ ତଥ୍ଯ ପ୍ରମାଣ ଗଣମାଧ୍ୟମ ସାମ୍ନାକୁ ଆଣୁନାହାନ୍ତି କଣ ପାଇଁ?
ନିଜେ ପୋଲିସ୍ ଠାରୁ ବଞ୍ଚିବାକୁ ବାବୁ ସାମ୍ବାଦିକତାର ଆଶ୍ରୟ ନେଇଛନ୍ତି। ୨ ଲକ୍ଷ ଟଙ୍କାରେ ନିଜକୁ ମଦ ମାଫିଆ ଦୀପକ ସାହୁ ପାଖରେ ବିକ୍ରୀ କରି କେବଳ ମିଛ ଖବର ଲେଖି ଲୋକଙ୍କୁ ଅସଲ ମୁଦ୍ଦା ରୁ ଏଡାଇବାକୁ ଚେଷ୍ଠା କରୁଛି ଏ ଦଲାଲ ଗୋପାଲ ପ୍ରସାଦ ଅଗ୍ରୱାଲ। ଗତ କିଛି ଦିନ ତଳେ ଏକ ହିନ୍ଦୀ ଖବର କାଗଜରେ ଉଲ୍ଲେଖ କରିଥିଲେ ଯେ ରଞ୍ଜନ ମହାନ୍ତିଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି। ହେଲେ ବାବୁ ଜାଣି ନାହାନ୍ତି ବୋଧହୁଏ ସେ ମଧ୍ୟରୁ କେସ ନମ୍ବର ୧୨୧/୨୦୨୨ ଧାରା ୨୯୪/୩୮୪/୫୦୬, କେସ ନମ୍ବର ୨୭/୨୨୧ ଧାରା ୧୪୩/୨୮୩/୧୪୯, କେସ ନମ୍ବର ୫୦୬/୨୦୨୧ ଧାରା ୨୯୪/୫୦୬, କେସ ନମ୍ବର ୧୯୬/୨୦୨୧ ଧାରା ୨୯୪/୩୮୩/୫୦୬, କେସ ନମ୍ବର ୭୭/୨୦୨୧ ଧାରା ୨୯୪/୩୪୧/୩୨୩/୫୦୬/୩୪ ଆଇପିସି ୩(୨) (ବିଏ) ଏସ୍ ଟି/ଏସସି ଆକ୍ଟ ପିଓଏ ଆର ଡବ୍ଲୁ ୬୬(ଏ) ଆଇ ଟି ଏକ୍ଟ ରେ ରୁଜୁ ହୋଇଥିବା କେସ୍ ଫଲ୍ସ ହେଇଥିବା ବେଳେ ଆଉ କିଛି କେସ୍ ରେ କୋର୍ଟ ରଞ୍ଜନ ମହାନ୍ତିଙ୍କୁ କ୍ଲିନ୍ ଚିଟ ଦେଇ ସାରିଛି।
କେସ ନମ୍ବର ୨୬୬/୨୦୨୧ ଧାରା ୩୪୧/୩୫୩/୩୫୪ଡି/୫୦୬/୩୮୬/୩୪ ଆଇପିସି ଆର ଡବ୍ଲୁ ଧାରା ୩(୨)(ଵିଏ)ଏସ୍ ଟି/ଏସସି ପିଓଏ
ରୁଜୁ ହେଇଥିବା କେସ ମଧ୍ଯ ନର୍ଲାର ଜଣେ ଭ୍ରଷ୍ଟ କୃଷି ଅଧିକାରିଣୀଙ୍କ ଠାରୁ ପୋଲିସ୍ ଲାଞ୍ଚ ଖାଇ ମିଛ ମୁକଦମା ଦାୟର କରିଥିଲା। ଯାହା ବର୍ତ୍ତମାନ କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଥିବା ବେଳେ ଏହାର ଫଳାଫଳ ମଧ୍ୟ ଖୁବ୍ କମ୍ ଦିନ ମଧ୍ୟରେ ଓଡିଶାବାସୀ ଦେଖିବେ ଓ ଜାଣିବେ।
ସାମ୍ବାଦିକତାର ପାଠ ନ ପଢି ଦୀପକ ସାହୁ ଭଳି ମଦ ମାଫିଆର ଶୁଣା ଖବର ଶୁଣି ଖବର ପ୍ରସାରଣ କରୁଥିବା ଆଇଠା ଚଟା ସାମ୍ୱାଦିକ ଗୋପାଲ ପ୍ରସାଦ ଅଗ୍ରୱାଲ ତା’ର ଜୀବନ କାଳ ମଧ୍ୟ କେତେ ଲୋକଙ୍କ ପାଦ ଚାଟି ତା’ର କଳା ସାମ୍ରାଜ୍ୟ ବିସ୍ତାର କରିଛି ଏ ସବୁର ଖୁଲସା ଆଗାମୀ ଦିନରେ କରିବ ଫୋକସ ପ୍ଲସ।