ବନ୍ୟଜନ୍ତୁ ଆକ୍ରମଣ ଜନିତ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
6 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ବାସଗୃହ କ୍ଷତିଗ୍ରସ୍ତ ହେଲେ ଅନ୍ତ୍ୟୋଦୟ ଗୃହଯୋଜନାରେ ମିଳିବ ଘର
ରୋଷେଇ ଘର, ଧାନ ସଂରକ୍ଷଣ ଗୃହ, ହାଳ ପାଇଁ ମିଳିବ 3 ହଜାର ଟଙ୍କା
ପାଚେରି, କମ୍ପାଉଣ୍ଡ ୱାଲ୍ କ୍ଷତିଗ୍ରସ୍ତ ହେଲେ ପ୍ରତି ମିଟର ପିଛା ମିଳିବ 5 ହଜାର
କିମ୍ବା ସର୍ବାଧିକ 25 ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଅନୁକମ୍ପାମୂଳକ ସହାୟତା ରାଶି
ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ୬ ଲକ୍ଷ ନୁହଁ ଏଣିକି ମିଳିବ ୧୦ ଲକ୍ଷ
