ତାଳଚେର ରୁ ଆସୁଛି ବଡ଼ ଖବର।ଖଣ୍ଡାରେ ହାଣୀ ଲହୁ ଲୁହାଣ କରି ଫେରାର ହେଇଗଲା ଯୁବକ।ଆମ ଜିଲ୍ଲା ପ୍ରତନିଧି ରବୀନ୍ଦ୍ର ନାଥ ଙ୍କ ସୂଚନା ଅନୁସାରେ ତାଳଚେର ହିଙ୍ଗୁଳା କୋଇଲା ଖଣିରେ କାର୍ଯ୍ୟ କରୁଥିବା ମୀନକେତନ ଗଡ଼ ନାୟକ ଘର ନାତିଡ଼ି ଡିଉଟି ସାରି ଘରକୁ ଫେରୁଥିବା ବେଳେ ହଟାତ ନାତିଡ଼ି ଜଙ୍ଗଲ ପାଖ ରାସ୍ତା ରେ ଜଗି ରହିଥିବା ଯୁବକ ଏକ ଖଣ୍ଡା ସାହାଯ୍ୟ ରେ ଚୋଟ ପରେ ଚୋଟ ମାରି ଚାଲିଥିଲା। ମୀନକେତନ ଗଡ଼ ନାୟକ ସେଠାରୁ ଜୀବନ ବିକଳରେ ଖସି ଆସି ଲୋକଙ୍କ ସାହାଯ୍ୟ ରେ ନିକଟସ୍ଥ ମେଡିକାଲ ଚିକିତ୍ସା ହେଉଛନ୍ତି।ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି କାହିଁକି ଏଭଳି କାଣ୍ଡ ଭିଆଇଲା ଯୁବକ। ପୋଲସି ପହଂଚି ଅଧିକ ତଦନ୍ତ ଚଳାଇଛି ସେଇ ବଡ଼ ଖବର ଖଣ୍ଡାରେ ହାଣୀ ଯୁବକ ଫେରାର।
ଯୁବକଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ଆକ୍ରମଣ
