ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଚରମବାଣୀ Sukanta NayakJune 9, 2025 ଏବେ ବି ସମୟ ଅଛି, ସତର୍କ ହୁଅ: ମନ୍ତ୍ରୀ‘ଦୁର୍ନୀତିର ମୂଳପୋଛ ପାଇଁ ଅଭିଯାନ ଆରମ୍ଭ ହୋଇଛି’ଲାଞ୍ଚ ନେଇ କେହି ବି ବର୍ତ୍ତି ପାରିବେନି:ସୁରେଶଦୁର୍ନୀତି ଯିଏ କରିବ ସିଏ ଜେଲ ଯିବ: ମନ୍ତ୍ରୀ
ସ୍କୁଲ ପିଲାଙ୍କୁ ବିଷଦେବା ଘଟଣାରେ ନୂଆ ମୋଡ ଫୋକସ ପ୍ଲସ(ନବରଙ୍ଗପୁର)୩୦/୦୭/ ୨୦୨୨: କାର୍ଯ୍ୟରତ ଶିକ୍ଷୟତ୍ରୀ ସ୍କୁଲ ପିଲାଙ୍କୁ ବିଷଦେବା ଘଟଣା ବର୍ତମାନ ନୂଆ ମୋଡ଼ ନେଇଛି ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ସଦରମହାକୁମା ର ଭାଟିସାଲ…
ଗୁଣିଗାରେଡି ସନ୍ଦେହର ଜଣେ ମହିଳା ଓ ପରିବାର ସଦସ୍ୟଙ୍କୁ ମାଡ । ଫୋକସ ପ୍ଲସ 21/5/22 (ଢେଙ୍କାନାଳ): ଢେଙ୍କାନାଳ ମୋଟଙ୍ଗା ଥାନା ଗୋପାଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହର ଗ୍ରାମର ଜଣେ ମହିଳା ଓ ପରିବାର…
ମୌଳିକ ସୁବିଧା ରୁ ବଞ୍ଚିତ ତଟାଗୁଡା ବାସୀ । ନଳକୂଅ ଅଚଳ, ପାଣି ପାଇଁ ହା ହା କାର । ଝରଣା ପାଣି ଭରସା। ମୌଳିକ ସୁବିଧା ରୁ ବଞ୍ଚିତ ତଟା ଗୁଡା ବାସୀ । ନଳ କୂଅ ଅଚଳ, ପାଣି ପାଇଁ ହା ହା କାର । ଝରଣା ପାଣି ଭରସା।…