ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଛତ୍ରପୁରରେ ୫ଟି ଶିଳ୍ପ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
ରମ୍ଭାରେ ୪୧ଟି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ
ଲାଞ୍ଜିପଲ୍ଲୀରେ ତାରା ଦେବୀ ମା’ଙ୍କ ଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ

Leave a Reply

Your email address will not be published. Required fields are marked *