ଭଦ୍ରକରେ ୨୭୪ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ, ପୂର୍ବ ସରକାରକୁ କଲେ ଟାର୍ଗେଟ।

ଭଦ୍ରକରେ ୨୭୪ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ
-୧୩ ପୂର୍ଣ୍ଣାଙ୍ଗ ପ୍ରକଳ୍ପର ଲୋକାର୍ପଣ ସହ ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ
-ଶିଳାନ୍ୟାସ ସହ ରମ୍ଭିଳା ପଞ୍ଚାୟତ ଖେଳ ପଡ଼ିଆରୁ ବିଜେଡିକୁ ଟାର୍ଗେଟ୍‌
-୧୬ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନ ଥାଆନ୍ତି କହିଲେ
-‘ଆମ ସରକାର ସମସ୍ତଙ୍କ ଅଭିଯୋଗ ଶୁଣୁଛି, ରାଜଧାନୀ ବାହାରେ ବି ଶୁଣୁଛି’
-‘5T ନାଁରେ ରଙ୍ଗ ମାରିବା ଓ ବାଜା ବଜାଇବାରେ ଚାଲିଯାଇଛି’
-‘ଆୟୁଷ୍ମାନ ଯୋଜନା ପୂର୍ବ ସରକାର ଲାଗୁ କରୁ ନଥିଲେ, ଆମେ କଲୁ’
-‘ଚାଷୀଙ୍କୁ ଶହେ ଚଙ୍କା ବୋନସ୍ ଘୋଷଣା କରିଥିଲେ, କିନ୍ତୁ ଦେଇ ପାରିଲେନି’
-‘ସୁଭଦ୍ରା ସହାୟତା ରାଶି ଉପଯୋଗ କରି ଲକ୍ଷପତି ଦିଦି ତିଆରି ହେଲେ’

Leave a Reply

Your email address will not be published. Required fields are marked *