Breaking news ସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁ Sukanta NayakMay 31, 2025 ନୟାଗଡ଼ ଟାଉନ ଥାନା ମାନପୁରରେ ଚାଞ୍ଚଲ୍ୟଘର ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାରପଞ୍ଚରିଡ଼ା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁ ମୃତସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ, ପୋଲିସର ତଦନ୍ତ
ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନ୍ ଙ୍କୁ ମିଳିଲା କ୍ଲିନ୍ ଚିଟ୍ ଫୋକସ ପ୍ଲସ 28/5/22: ଡ୍ରଗ୍ସ ମାମଲାରେ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଛି I ଯେଉଁଥିପାଇଁ ସେ…
ଶ୍ରମିକ ମୃତ୍ୟ କୁ ନେଇ ଚିନି ଶିଳ୍ପ ସମ୍ନାରେ ଶ୍ରମିକ ସଙ୍ଘଠନ ପକ୍ଷରୁ ପ୍ରତିବାଦ ଫୋକସ ପ୍ଲସ 22/5/22(ଗଞ୍ଜାମ):ଗଞ୍ଜାମ ଆସିକା ଚିନିଶିଳ୍ପ ରେ ଅଘଟଣ l କାମ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ବିଘ୍ନେଶ୍ୱର ବେହେରା ଓ ଶ୍ୟାମନାରାୟଣ ରାୟ ନାମକ…
ତୁର୍କୀ ଏବଂ ସିରିଆରେ ତାଣ୍ଡବ ରଚିଥିଲା ଭୂମିକମ୍ପ ଫୋକସ ପ୍ଲସ 11/3/23(ବ୍ୟୁରୋ): ତୁର୍କୀ ଏବଂ ସିରିଆରେ ତାଣ୍ଡବ ରଚିଥିଲା ଭୂମିକମ୍ପ । ଏହି ଭୟଙ୍କର ଘଟଣା ମନରୁ ନଲିଭୁଣୁ । ଏନ୍ଆରଏସ୍ସି ପକ୍ଷରୁ ଏକ ଚିନ୍ତା…