ରାୟଗଡ଼ା ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଶାନ ଗିରଫ, ବାବୁଙ୍କର ଦାମୀ ପ୍ଲଟ।

ରାୟଗଡ଼ା ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଶାନ ଗିରଫ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ
ମାତ୍ର 9 ବର୍ଷର ଚାକିରିରେ ଯନ୍ତ୍ରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ
ସମ୍ବଲପୁର ସହରରେ ଯନ୍ତ୍ରୀଙ୍କ ରହିଛି 2ଟି ଦାମୀ ପ୍ଲଟ୍‌
50 ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ 100 ଗ୍ରାମ ସୁନା ଠାବ
10 ଲକ୍ଷ ଟଙ୍କାର ଘର ଆସବାବପତ୍ର ମଧ୍ୟ ଠାବ କରିଛି ଭିଜିଲାନ୍ସ

Leave a Reply

Your email address will not be published. Required fields are marked *