ରାଜ୍ୟ ଜଙ୍ଗଲ ମାଫିଆଙ୍କ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା Sukanta NayakMay 24, 2025 ଜଙ୍ଗଲ ମାଫିଆଙ୍କ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା ୩୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକ ହିନ୍ଦୋଳ ରେଞ୍ଜର କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନ
ଅଙ୍ଗନବାଡି ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଶିଶୁ ଫୋକସ ପ୍ଲସ ୪/୬/୨୨(ତୁମୁଡିବନ୍ଧ): ତୁମୁଡିବନ୍ଧ ବ୍ଲକ ବେନାରବାହାଲ ଅଙ୍ଗନବାଡି କେନ୍ଦ୍ରରେ ଗୁରୁବାର ସକାଳେ ଆଠ ଘଂଟିକା ସମୟରେ ଶିଶୁ ମାନଙ୍କ ପାଇଁ ଭୋଜନ ପ୍ରସ୍ତୁତି ସମୟରେ ରନ୍ଧନ…
କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣାଖୁବ୍ ଶୀଘ୍ର ଆଉ ୪ ଜିଲ୍ଲାରେ ହେବ ମେଡିକାଲ କଲେଜ୪ ଜିଲ୍ଲା-ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ, ନବରଙ୍ଗପୁରଆଗାମୀ ଦିନରେ ୫ ହଜାର ଡାକ୍ତର…
ପୁରୀ ଜିଲ୍ଲାର କନକ ଲତା ଫାଉଣ୍ଡସନର ଉଦଘାଟନ କଲେ ସଞ୍ଜୟ କୁମାର ଦାସବର୍ମା I ଫୋକସ ପ୍ଲସ31/3(ପୁରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ରେ କନକ ଲତା ଫାଉଣ୍ଡସନ କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଉଦଘାଟନ…