ରାଜ୍ୟ ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି Sukanta NayakMay 23, 2025 ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି ଏ ନେଇ ପୁଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ ଆଣ୍ଟିଡ୍ରୋନ ଟେକ୍ନୋଲୋଜି ଲାଗିଲେ ଡ୍ରୋନ ଉଡିବା ପରେ ଏହାକୁ ଖସାଇ ଦିଆଯାଇ ପାରିବ ଆବଶ୍ୟକ ପଡିଲେ ଅର୍ଥ ମନ୍ଦିର ପ୍ରଶାସନ ଦେବ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଭିଜିଲାନ୍ସ ହାତରେ ମେଡିକାଲର ମୁଖ୍ୟ କିରାଣୀ ଫୋକସ ପ୍ଲସ (ରାଇରଙ୍ଗପୁର)୩୦/୦୬/୨୦୨୨: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧାରା ପଡିଲେ ମେଡିକାଲର ମୁଖ୍ୟ କିରାଣୀ |ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ…
ଦୁଇ ଦିନ ଖରା ,3 ବେଳକୁ ବର୍ଷା ଆସନ୍ତା 3 ଓ 4 ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି l ତାତି ରୁ ଆଶ୍ଵସ୍ତି ମିଳିବ l କେନ୍ଦୁଝର , ମୟୁରଭଞ୍ଜ ,ବାଲେଶ୍ୱର ,ଭଦ୍ରକ…
ଏନଡିଆରଫ ଟିମ ପକ୍ଷରୁ ମକ୍ ଡ୍ରିଲ ଫୋକସ ପ୍ଲସ (ବ୍ୟୁରୋ)୧୪/୦୭/୨୦୨୨: ହାଟଡ଼ିହି ବ୍ଳକ ଅନ୍ତର୍ଗତ ହାବଳେଶ୍ୱର ପଞ୍ଚାୟତ ହାବଳେଶ୍ୱର ଶିବମନ୍ଦିର ପରିସର ବୈତରଣୀ ନଦୀ କୂଳରେ NDRF ଟିମ ପକ୍ଷରୁ ଏକ ମକ୍ ଡ୍ରିଲ…