Breaking news ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟ Sukanta NayakMay 14, 2025 ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟସ୍ଥଳ-ବାୟୁ-ନୌସେନା ମୁଖ୍ୟଙ୍କୁ ଭେଟିଛନ୍ତି ରାଷ୍ଟ୍ରପତିCDS ଅନୀଲ ଚୌହାନ ମଧ୍ୟ ଉପସ୍ଥିତ ଥିଲେଅପରେସନ ‘ସିନ୍ଦୁର’ର ସଫଳତା ନେଇ ଜଣାଇଲେ
ହୀରାକୁଦ ଛାଡିଲା ବନ୍ୟାଜଳ। ସମ୍ବଲପୁର:(ଫୋକସ ପ୍ଲସ )ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ସକାଳ ସାଢ଼େ ୯ଟାରେ ୭ଟି ଗେଟ ଖୋଲିଛନ୍ତି। ଏହି ୭ଟି ଗେଟ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…
ସଞ୍ଜ ସଳିତା ନିଆଁରେ ଜଳି, ମହିଳା ଓ ବୃଦ୍ଧାଙ୍କ ମୃତ୍ୟୁ ଫୋକସ ପ୍ଲସ (କୋଣାର୍କ)୨୫/୦୬/୨୦୨୨: ପୁରୀ ଜିଲ୍ଲା ଗୋପ ବ୍ଳକ ଗଣେଶ୍ବରପୁର ଗାଁରେ ଗତ ୨୩ ତାରିଖ ଦିନ ବୁଲବୁଲ୍ ମଲ୍ଲିକ ନାମକ ୩୪ ବର୍ଷୀୟ ଜଣେ ମହିଳା…
ବୃଦ୍ଧ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମହାରାଷ୍ଟ୍ରରେ ହସ୍ପିଟାଲ ୱାର୍ଡ ବାଳକଙ୍କୁ ଗିରଫ କରାଯାଇଛି ଡୋମ୍ବିଭଲିରେ ଜଣେ ବୃଦ୍ଧ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମହାରାଷ୍ଟ୍ରର ଏକ ହସ୍ପିଟାଲ ୱାର୍ଡ ବାଳକକୁ ଗିରଫ କରାଯାଇଛି। ବୁଧବାର ଦିନ ଜଣେ ଅଧିକାରୀ କହିଛନ୍ତି ଯେ…