‘ପାଣି ଓ ରକ୍ତ ଏକାସାଙ୍ଗରେ ବହିପାରିବ ନାହିଁ’:ପ୍ରଧାନମନ୍ତ୍ରୀ

ଏ ସମୟ ଯୁଦ୍ଧର ସମୟ ନୁହେଁ, କିନ୍ତୁ ଆତଙ୍କବାଦର ସମୟ ବି ନୁହେଁ’
ଟେରର ଓ ଟକ୍ ଏକାସାଙ୍ଗେ ହୋଇପାରିବ ନାହିଁ
ଟେରର ଓ ଟ୍ରେଡ୍ ଏକାସାଙ୍ଗେ ହୋଇପାରିବ ନାହିଁ
‘ପାଣି ଓ ରକ୍ତ ଏକାସାଙ୍ଗରେ ବହିପାରିବ ନାହିଁ’
‘ଯଦି କଥାବାର୍ତ୍ତା ହେବ କେବଳ ଆତଙ୍କବାଦ ପ୍ରସଙ୍ଗରେ ହେବ’
‘ଯଦି କଥାବାର୍ତ୍ତା ହେବ କେବଳ POK ପ୍ରସଙ୍ଗରେ ହେବ’

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
ଅପରେସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
‘ଆତଙ୍କୀ ଟ୍ରେନିଂ ସେଣ୍ଟରରେ ସଠିକ୍ ପ୍ରହାର କରିଛୁ’
୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିଛୁ
ଭାରତୀୟ ସେନା ପାକିସ୍ତାନର ଛାତିରେ ପ୍ରହାର କରିଛି
ଭାରତର କାର୍ଯ୍ୟାନୁଷ୍ଠାନରେ ବିଚଳିତ ପାକିସ୍ତାନ

Leave a Reply

Your email address will not be published. Required fields are marked *