ଏପ୍ରିଲରେ ପହଲଗାମ୍ ହମଲାର ବର୍ବରତା ପୂରା ଦୁନିଆ ଦେଖିଲା
-ଛୁଟି କାଟିବାକୁ ଯାଇଥିବା ପର୍ଯ୍ଯଟକଙ୍କୁ ନିଜ ପରିବାର ସାମ୍ନାରେ, ପିଲାଙ୍କ ସାମ୍ନାରେ ନିର୍ମମ ଭାବ ହତ୍ୟା କରାଗଲା
-ଦେଶର ସଦଭାବନାକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି
-ଏହି ଘଟଣା ମୋ ପାଇଁ ଏବଂ ପୂରା ଦେଶ ପାଇଁ କଷ୍ଟକର ଥିଲା
-ଆତଙ୍କୀ ହମଲା ପରେ ପୂରା ଦେଶ ଆତଙ୍କବାଦ ବିରୋଧରେ ଛିଡା ହୋଇଥିଲା
-ଆମେ ଆତଙ୍କୀଙ୍କୁ ମାଟିରେ ମିଶାଇବାକୁ ସେନାକୁ ସ୍ବାଧୀନତା ଦେଇଥିଲୁ
-ଏବେ ଆତଙ୍କୀ ସଙ୍ଗଠନ ଜାଣି ସାରିଛନ୍ତି, ଆମ ଭଉଣୀଙ୍କ ମଥାର ସିନ୍ଦୂର ପୋଛିବାର ପରିଣାମ କେତେ ଭୟଙ୍କର…
ଆମ ଭଉଣୀଙ୍କ ମଥାର ସିନ୍ଦୂର ପୋଛିବାର ପରିଣାମ କେତେ ଭୟଙ୍କର ଆତଙ୍କୀ ବୁଝିଗଲେ :ମୋଦି
