Breaking news ଜାମୁ କାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍ Sukanta NayakMay 11, 2025 -ଜାମୁ କାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍-ସୋଫିଆନ, କୁଲଗାମ, ପୁଲଓ୍ବାମା ଓ ଅନନ୍ତନାଗରେ ଚେକିଂ-ଆତଙ୍କୀ ଆକ୍ରମଣ ଘଟଣାରେ ଛାନବିନ୍-ସୀମାରେ ଧିରେ ଧିରେ ସୁଧୁରୁଛି ସ୍ଥିତି
ସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବ ସମୁଦ୍ର ବେଳାଭୂମୀରେ ଏଣିକି ମିଳିବ ମଦନୂଆ ଅବକାରୀ ନୀତିରେ ପର୍ଯ୍ୟଟନକୁ ପ୍ରୋତ୍ସାହନସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବପର୍ଯ୍ୟଟନ ବିଭାଗ ଅନୁମତି ଆବଶ୍ୟକବାର୍ରେ ଡ୍ୟାନ୍ସ ପରିବେଷଣ…
ପୃଥକ ସଡକ ଦୁର୍ଘଟଣାରେ ୧ ମୃତ ,୧ ଗୁରୁତର I ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବାଟଗାଁ ନିକଟରେ ପୃଥକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ କଙ୍କଡାହାଡ଼…
ବଜ୍ରଘାତରେ ଚାଲିଗଲା ଶିଶୁର ଜୀବନ ଫୋକସ ପ୍ଲସ ୧୫/୬/୨୨(କୋରାପୁଟ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବାଙ୍କାମ୍ବ ଗ୍ରାମପଞ୍ଚାୟତ ମାଙ୍କଡ଼ଝୋଲା ଗ୍ରାମର ଉମରି ମାଝୀ ଓ ତାଙ୍କ ପରିବାର ଗାଁ ନିକଟସ୍ଥ ତାଙ୍କ ଡଙ୍ଗର…