ପାକିସ୍ତାନ ମିଛ ପ୍ରଚାର କରିଥିବା ଅଭିଯୋଗ

ପାକିସ୍ତାନ ମିଛ ପ୍ରଚାର କରିଥିବା ଅଭିଯୋଗ
-ପ୍ରେସମିଟରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା
-ଭାରତର କ୍ଷୟକ୍ଷତି ନେଇ ପାକିସ୍ତାନର ଦାବି ସଂପୂର୍ଣ୍ଣ ମିଛ
-ପାକିସ୍ତାନରେ ମସଜିଦ୍ ଉପରେ ଆକ୍ରମଣ ଖବର ମଧ୍ୟ ମିଛ
-ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ଧର୍ମାନୁଷ୍ଠାନକୁ ଟାର୍ଗେଟ ମିଛ
-ପାକିସ୍ତାନ ଏୟାର ଡିଫେନ୍ସ ଓ ରାଡାର ସିଷ୍ଟମକୁ ଧ୍ବଂସ କରାଯାଇଛି
-ଭାରତର ଅଖଣ୍ଡତା ବଜାୟ ରଖିବା ପାଇଁ ସେନା ପାଖରେ ପୂରା କ୍ଷମତା

Leave a Reply

Your email address will not be published. Required fields are marked *