ଅନ୍ଧାରିଆ ଆକ୍ରମଣ କରୁଛି ପାକିସ୍ତାନ,ପୁଣି କଲା ଡ୍ରୋନ ଆକ୍ରମଣ

ରାତି ହେଲେ ଆକ୍ରମଣ କରୁଛି ପାକିସ୍ତାନ
-କାଶ୍ମୀରର ସାମ୍ବା ସେକ୍ଟରରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ
-ପଠାନକୋଟରେ ୩୦ରୁ ଅଧିକ ବିସ୍ଫୋରଣର ଶବ୍ଦ
-ଜାମ୍ମୁରେ ଡ୍ରୋନ ଦେଖିବାକୁ ମିଳୁଛି
-ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ହାଇ ଆଲର୍ଟ ଜାରି
-ଶ୍ରୀନଗର ସହ ଅନେକ ଅଞ୍ଚଳ ବ୍ଲାକ୍ ଆଉଟ୍

Leave a Reply

Your email address will not be published. Required fields are marked *