ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ଭାରତ ବିଫଳ କରିଛି: ସୋଫିଆ
ପାକିସ୍ତାନ ଗୁରୁବାର-ଶୁକ୍ରବାର ରାତିରେ ଭାରତୀୟ ବିଭିନ୍ନ କ୍ଷେତ୍ରକୁ ଲକ୍ଷ୍ୟ କରି ୩୦୦ରୁ ୪୦୦ ଡ୍ରୋନ୍ ଆକ୍ରମଣ କରିଥିଲା। ଭାରତୀୟ ବାୟୁସେନା ଏହାକୁ ଖସାଇ ଥିଲା। ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନାର କର୍ଣ୍ଣେଲ ସୋଫିଆ କୁରେସି ଏହି ସୂଚନା ଦେଇଛନ୍ତି। ଜମ୍ମୁ କଶ୍ମୀରର ପୁଞ୍ଛ, ମେଢ଼ର, ଉରି, ଅଖନୌର ଭଳି ସ୍ଥାନରେ ପାକିସ୍ତାନର ଆକ୍ରମଣ ଉଦ୍ୟମ କରି ବିଫଳ ହୋଇଛି। ଭାରତୀୟ ସେନା ଏହାକୁ କଡ଼ା ଜବାବ ଦେଇଛି।
ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନାର କର୍ଣ୍ଣେଲ ସୋଫିଆ କୁରେସିଙ୍କ ସୂଚନା
