କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା
ଖୁବ୍‌ ଶୀଘ୍ର ଆଉ ୪ ଜିଲ୍ଲାରେ ହେବ ମେଡିକାଲ କଲେଜ
୪ ଜିଲ୍ଲା-ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ, ନବରଙ୍ଗପୁର
ଆଗାମୀ ଦିନରେ ୫ ହଜାର ଡାକ୍ତର ପଦବୀ ପୂରଣ ହେବ: CM

ଏଣିକି ସବୁ ଖଣିଜ ଜିଲ୍ଲାରେ ରହିବ ଉନ୍ନତ ଟ୍ରମା କେୟାର
କେନ୍ଦୁଝର ଧରଣୀଧର ହସ୍ପିଟାଲରେ ନୂଆ ସେବା ଆରମ୍ଭ
ଅନ୍ତଃ-ଚିକିତ୍ସା ଓ ଟ୍ରମା କେୟାର ସେବା ଆରମ୍ଭ କଲେ ମୋହନ
ସ୍ବାସ୍ଥ୍ୟସେବାକୁ ମିଶନ ଭାବେ ଗ୍ରହଣ କରନ୍ତୁ ଡାକ୍ତର: CM

Leave a Reply

Your email address will not be published. Required fields are marked *