accidentBreaking news ରାସ୍ତା ତଳକୁ ଖସିଗଲା ଯାତ୍ରାପାର୍ଟି ବସ୍ Sukanta NayakMay 5, 2025 ରାସ୍ତା ତଳକୁ ଖସିଗଲା ଯାତ୍ରାପାର୍ଟି ବସ୍ ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ କଳାକାର ପୁରୀ ନିମାପଡ଼ା ବ୍ଲକ ନୂଆସନ୍ଥ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା ଭାରସାମ୍ୟ ହରାଇ କେନାଲ ବନ୍ଧରେ ଅଧା ଝୁଲି ରହିଲା ‘ରାଜନନ୍ଦିନୀ ବସ୍’
ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନ କୌଣସି କାରଣ ବଶତଃ ଲାଇନ୍ଚ୍ୟୁତ । ଢେଙ୍କାନାଳ19/01/2024: ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ରେଲୱେ ଷ୍ଟେସନରେ ଆଜି ଭୋର ୪ଟା ସମୟରେ ଏକ ମାଲବାହୀ ଖାଲିଥିବା ଟ୍ରେନ୍ ଯାଜପୁର ଜିଲ୍ଲା ବାଘୁଆପାଳ ଷ୍ଟେସନରୁ ବୁଢାପଙ୍କ ଷ୍ଟେସନ…
ପିକ୍ ଅପ୍ ଦୁର୍ଘଟଣା ଗ୍ରସ୍ତ, ୨ମୃତ ଓ ୨୫ ଆହତ ସୁବର୍ଣ୍ଣପୁର: NH ୫୭ ହରଡ଼ଖୋଲ ଛକରେ ଦୁର୍ଘଟଣାଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ପିକ୍ଅପ୍ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ, ୨୫ ଆହତସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିବରଗଡ଼ରୁ…
ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ। ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ