ଆନ୍ତୋଦୟ ଗୃହ ଯୋଜନାରେ ମିଳିବ ୫ଲକ୍ଷ ଘର
ଆସନ୍ତା ମାସରେ ୧ ଲକ୍ଷ ଘର ବାଣ୍ଟିବେ ସରକାର
ପ୍ରଥମ ପର୍ଯ୍ୟାୟରେ ବଣ୍ଟାଯାଇଥିଲା ୬୦ ହଜାର ଘର
ମେ’ ମାସ ଶେଷ ଯାଏଁ ଚାଲିବ ଆବାସ ସର୍ଭେ
ବର୍ତ୍ତମାନ୍ ସୁଦ୍ଧା ୨୯ ଲକ୍ଷ ହିତାଧିକାରୀ ସର୍ଭେରେ ସାମିଲ
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ରବି ନାୟକଙ୍କ ସୂଚନା
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ରବି ନାୟକଙ୍କ ବଡ଼ ସୂଚନା
