ବିଜେପି ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ
ଗଣମାଧ୍ୟମରେ ଖାଲି ହତ୍ୟାର ଖବର: ଅରୁଣ ସାହୁ
‘ଅପରାଧୀ ଜାଣିଲେଣି ଏହା ଦୁର୍ବଳ ସରକାର ତେଣୁ ମାନୁନାହାନ୍ତି’
‘୮୦ ଦାଦନ ଶ୍ରମିକଙ୍କ ମୃତଦେହ ଆସିଲାଣି, ଶିଶୁ ଚୋରି ହେଉଛି’
ସରକାର ନାଚ ଗୀତ କରି ମସଗୁଲ ଅଛନ୍ତି: ଅରୁଣ
ତାଙ୍କୁ ଜବାବ ଦେଇ ଆଇନ ମନ୍ତ୍ରୀ କହିଲେ…‘ସରକାରରେ ନାହାଁନ୍ତି ବୋଲି ଆଜି ଯାଏ ନିଶା ଛାଡ଼ିନି’
‘ଅତୀତରେ ଅପରାଧ ଘଟୁଥିଲା, କାର୍ଯ୍ୟାନୁଷ୍ଠାନ ହେଉ ନଥିଲା’
‘ଏବେ ୨୪ରୁ ୭୨ ଘଣ୍ଟା ଭିତରେ ଗିରଫ କରଯାଉଛି’
‘କୌଣସି ଅପରାଧୀଙ୍କୁ ରାଜନୈତିକ ସୁରକ୍ଷା ଦିଆଯାଉନି’